അർത്ഥം : ହାଲୁକା ଧକ୍କା
ഉദാഹരണം :
ଝଟକା ଲାଗିବାରୁ ତା ହାତରୁ ଝୋଲା ପଡ଼ିଗଲା ଝଟକା ଲାଗିବାରୁ ତାର ନିଦ ଖୋଲିଗଲା
പര്യായപദങ്ങൾ : ଝଟକା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାଲିବା ସମୟରେ କୌଣସି ଅଙ୍ଗ କିଛି ଟାଣ ବସ୍ତୁରେ ଲାଗିଲେ ହେଉଥିବା ଆଘାତ
ഉദാഹരണം :
ଚାଲିବା ସମୟରେ ପଥରରେ ଗୋଡ଼ ମାଡ଼ ହୋଇଗଲା ଦୁଆରବନ୍ଧରେ ମୁଣ୍ଡ ମାଡ଼ ହୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
वह चोट या आघात जो चलते समय किसी अंग में किसी कड़ी चीज से लगे।
चलते समय पैर में पत्थर से ठोकर लग गई।അർത്ഥം : ଅନିଷ୍ଟକାରୀ ବା ହାନିକାରକ ଭଳି ଜଣାପଡ଼ୁଥିବା କୌଣସି ପ୍ରକାରର ଭୀଷଣ ଆଘାତ
ഉദാഹരണം :
ଅନେକ ଥର ଠୋକର ଖାଇ ସେ ସଚେତନ ହେଲା
മറ്റ് ഭാഷകളിലേക്കുള്ള വിവർത്തനം :
किसी प्रकार का ऐसा कड़ा या भारी आघात जो बहुत अधिक अनिष्टकर या हानिप्रद सिद्ध हुआ हो।
कई बार ठोकरें खाकर भी वह सचेत नहीं हुआ।