അർത്ഥം : କାଗଜ ଆଦିରେ ତିଆରି କରାଯାଇଥିବା ବସ୍ତୁ ଯେଉଁଥିରେ କୌଣସି ବସ୍ତୁ ରଖାଯାଏ
ഉദാഹരണം :
ଦୋକାନୀ ଦୋକାନକୁ ସଜାଇବାପାଇଁ ନୂଆ ନୂଆ ବସ୍ତୁଗୁଡ଼ିକୁ ଠୁଙ୍ଗାରେ ଅଲଗା କରୁଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
कागज आदि से बनी वह वस्तु जिसमें कोई वस्तु रखी रहती है।
दूकानदार दूकान को सजाने के लिए नई-नई वस्तुओं को खोंखे से अलग कर रहा है।അർത്ഥം : କିଛି ରଖିବାପାଇଁ କାଗଜ, ଧାତୁଆଦିରେ ତିଆରି ହୋଇଥିବା ବେଲଣାକାରର ଲଫାପା ବା ଡବା
ഉദാഹരണം :
ଦୋକାନୀ ଠୁଙ୍ଗାରେ ବୁଟ ଦେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାଗଜରେ ତିଆରି ଶଙ୍କୁ ଆକାରର ପାତ୍ର ଯେଉଁଥିରେ ଭଜା ବାଦାମ, ଚଣାଆଦି ଭର୍ତ୍ତିକରି ବିକ୍ରିକରାଯାଏ
ഉദാഹരണം :
ବାଦାମବାଲା ପିଲାଟିର ଦୁଇ ହାତରେ ଠୁଙ୍ଗା ଧରାଇଦେଲା
മറ്റ് ഭാഷകളിലേക്കുള്ള വിവർത്തനം :