അർത്ഥം : କାହାର ରହିବା କିମ୍ବା କାହାକୁ ଦେଖାକରିବା ସ୍ଥାନକୁ ସୂଚିତ କରୁଥିବା ଯେଉଁ କଥା ଦ୍ୱାରା କାହାପାଖରେ ପହଞ୍ଚିହୁଏ ବା କାହାକୁ ପାଇହୁଏ
ഉദാഹരണം :
ମୁଁ ତାର ଠିକଣା ଖୋଜି ସେଠାରେ ପହଞ୍ଚିଲି
പര്യായപദങ്ങൾ : ଅତା-ପତା, ଠାବ, ନାଁ ଗାଁ
മറ്റ് ഭാഷകളിലേക്കുള്ള വിവർത്തനം :
किसी के रहने या मिलने के स्थान को सूचित करनेवाली वह बात जिससे किसी तक पहुँचा जाए या किसी को पा सकें।
मैं उसका पता ढूँढते हुए वहाँ पहुँचा।The place where a person or organization can be found or communicated with.
addressഅർത്ഥം : କୌଣସି ସ୍ଥାନ,ବ୍ୟକ୍ତି ଆଦିକୁ ପାଇବାପାଇଁ ଲେଖାଯାଇଥିବା ନିର୍ଦ୍ଦେଶ ବା ପତ୍ର ଆଦିରେ ଲେଖାଯାଇଥିବା କୌଣସି ଲୋକର ନାଁ ଏବଂ ରହିବାର ସ୍ଥାନ ଆଦି
ഉദാഹരണം :
ଭୁଲ ଠିକଣା ଲେଖା ହୋଇଥିବା ହେତୁ ଡାକବାଲା ଅନ୍ୟର ଚିଠି ଆମ ଘରେ ଦେଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
Written directions for finding some location. Written on letters or packages that are to be delivered to that location.
address, destination, name and addressഅർത്ഥം : କୌଣସି ଜିନିଷ ବା କଥାର ଠିକଣା ଦେଉଥିବା କୌଣସି ତତ୍ତ୍ୱ
ഉദാഹരണം :
ବର୍ତ୍ତମାନ ସୁଦ୍ଧା ତା ଭାଇର କୌଣସି ଖୋଜଖବର ମିଳୁନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
किसी चीज या बात का पता देने वाला कोई तत्व।
अभी तक उसके भाई का कोई पता-ठिकाना नहीं मिला।The general location where something is.
I questioned him about his whereabouts on the night of the crime.