അർത്ഥം : କୌଣସି ବିଶେଷ ରୋଗରୁ ଶରୀରକୁ ସୁରକ୍ଷା ଦେବାଲାଗି ବିଶେଷ ରୂପେ ପ୍ରସ୍ତୁତ କରାଯାଇଥିବା ଗୋଟିଏ ଔଷଧ ଯାହା ଛୁଞ୍ଚି ଦ୍ୱାରା ଶରୀର ମଧ୍ୟରେ ପହଞ୍ଚାଇଦିଆଯାଇଥାଏ
ഉദാഹരണം :
ବିଶେଷ ରୋଗ ପାଇଁ ପ୍ରସ୍ତୁତ ହୋଇଥିବା ଟୀକା ସେହି ରୋଗରୁ ଶରୀରକୁ ସୁରକ୍ଷା ଦେଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କଥା ବା କାମର ଗୁଣ ଦୋଷ ଆଦି ସମ୍ବନ୍ଧରେ ପ୍ରକଟ କରାଯାଉଥିବା ବିଚାର
ഉദാഹരണം :
ସେ ଆଲୋଚନା ଶୁଣି ମଧ୍ୟ ଅପ୍ରଭାବିତ ରହିଲେ
പര്യായപദങ്ങൾ : ଆଲୋଚନା, ଟୀପ୍ପଣୀ, ସମାଲୋଚନା
മറ്റ് ഭാഷകളിലേക്കുള്ള വിവർത്തനം :
किसी बात या कार्य के गुण दोष आदि के संबंध में प्रकट किया जाने वाला विचार।
वे आलोचना सुनकर भी अप्रभावित रहे।അർത്ഥം : ସ୍ତ୍ରୀ ଲୋକମାନେ ମୁଣ୍ଡରେ ପିନ୍ଧୁଥିବା ଏକ ଗହଣା
ഉദാഹരണം :
କନ୍ୟାର ମଥାରେ ରତ୍ନ ଜଡ଼ିତ ଟୀକା ସୁଶୋଭିତ ହେଉଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ପୁସ୍ତକରେ କୌଣସି ବିଷୟ ବିସ୍ତାରଭାବେ ବର୍ଣ୍ଣନା କରାଯାଇଛି
ഉദാഹരണം :
ମାଆ ରାମାୟଣର ଏକ ଟୀକା ପଢ଼ୁଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
वह पुस्तक जिसमें किसी विषय का कुछ विस्तार से वर्णन किया गया हो।
माँ रामायण की एक टीका पढ़ रही है।അർത്ഥം : ଚନ୍ଦନ, କେଶରଆଦିଦ୍ୱାରା ମସ୍ତକ, ବାହୁଆଦି ଉପରେ ଲଗାଯାଉଥିବା ଚିହ୍ନ
ഉദാഹരണം :
ସେ ପୂଜା କରିବା ସମୟରେ ଭଗବାନଙ୍କୁ ତିଳକ ଲଗାନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :