അർത്ഥം : ପଡ଼ିଆ, ଖେତଆଦିରେ ଭୂମି ତଳୁ ପାଣି ବାହାର କରିବା ନିମନ୍ତେ ବ୍ୟବହୃତ ନଳ ଯାହାର ଗୋଟିଏ ମୁଣ୍ଡ ଭୂମିର ପାଣିଥିବା ଗଭୀରତା ପର୍ଯ୍ୟନ୍ତ ଯାଇଥାଏ ଏବଂ ଦ୍ୱିତୀୟ ପାଖ ପାଣି ଟାଣି ବାହାରକୁ ଫୋପାଡ଼ି ଥାଏ
ഉദാഹരണം :
ବର୍ଷା କମ୍ ହେବା କାରଣରୁ ଜଳସେଚପାଇଁ ସ୍ଥାନେସ୍ଥାନେ ନଳକୂପ ବସାଯାଇଛି
പര്യായപദങ്ങൾ : ଟ୍ୟୁବ୍-ୱେଲ୍, ନଳକୂଅ, ନଳକୂପ
മറ്റ് ഭാഷകളിലേക്കുള്ള വിവർത്തനം :