അർത്ഥം : ସମାଚାରରେ ପ୍ରକାଶିତ ଘଟଣାଆଦିର ସଂକ୍ଷିପ୍ତ ବିବରଣ ବା ସେ ସଂପର୍କରେ ସମ୍ପାଦକଙ୍କ ମତାମତ
ഉദാഹരണം :
ଆଜିର ସମାଚାର ପତ୍ରରେ ସଂସଦରେ ହୋଇଥିବା ହଟ୍ଟଗୋଳ ଉପରେ ସମ୍ପାଦକଙ୍କ ଟିପ୍ପଣୀ ବହୁତ କଡ଼ା ଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସ୍ପଷ୍ଟୀକରଣ ନିମନ୍ତେ ଦିଆଯାଇଥିବା ଅତିରିକ୍ତ ତଥ୍ୟ
ഉദാഹരണം :
ଏହି ବହିରେ ସ୍ଥାନେସ୍ଥାନେ ଟିପ୍ପଣୀ ଦିଆଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
A written explanation or criticism or illustration that is added to a book or other textual material.
He wrote an extended comment on the proposal.അർത്ഥം : ଗୂଢ଼ ବାକ୍ୟଆଦିର ବିସ୍ତୃତ ଏବଂ ସ୍ପଷ୍ଟ ଅର୍ଥ ବ୍ୟକ୍ତ କରୁଥିବା ଛୋଟ ଲେଖା
ഉദാഹരണം :
ଏହି ଗ୍ରନ୍ଥର ଗୂଢ଼ ବାକ୍ୟଗୁଡ଼ିକୁ ବୁଝାଇବା ନିମନ୍ତେ ସ୍ଥାନେ ସ୍ଥାନେ ଟିପ୍ପଣୀ ଦିଆଯାଇଛି
പര്യായപദങ്ങൾ : ନୋଟ
മറ്റ് ഭാഷകളിലേക്കുള്ള വിവർത്തനം :
गूढ़ वाक्य आदि का विस्तृत और स्पष्ट अर्थ बतानेवाला छोटा लेख।
इस ग्रंथ के गूढ़ वाक्यों को समझने के लिए जगह-जगह टिप्पणियाँ दी गई हैं।A comment or instruction (usually added).
His notes were appended at the end of the article.അർത്ഥം : କୌଣସି ବିଷୟରେ ସ୍ପଷ୍ଟୀକରଣପାଇଁ ବା ନିଜର ସମ୍ମତିରୂପରେ କୁହାଯାଇଥିବା କଥା
ഉദാഹരണം :
ଦଲିଲର ପୁରାପୁରି ନିମ୍ନରେ ଥିବା ଟିପ୍ପଣୀ ଅନ୍ତର୍ଗତ ଯାହା ଲେଖାଯାଇଛି ତାହା ଧ୍ୟାନରେ ପଢ଼
പര്യായപദങ്ങൾ : ବିଶେଷ
മറ്റ് ഭാഷകളിലേക്കുള്ള വിവർത്തനം :
किसी विषय में उसके स्पष्टीकरण के लिए या अपनी सम्मति के रूप में कही जानेवाली बात।
कागजात में एकदम नीचे विशेष के अंतर्गत जो लिखा गया है उसको ध्यान से पढ़ो।A fact about some part (as opposed to general).
He always reasons from the particular to the general.