അർത്ഥം : ଟାଣିବାର କ୍ରିୟା
ഉദാഹരണം :
ଟାଣିବା ହେତୁ ଏହି ତାରର ଦୈର୍ଘ୍ୟ ବଢ଼ିଯାଇଛି
അർത്ഥം : ଟାଣିବା କ୍ରିୟା
ഉദാഹരണം :
ଅଧିକ ଟାଣିବାଯୋଗୁଁ ରବର ଛିଣ୍ଡିଗଲା
പര്യായപദങ്ങൾ : ଭିଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚିହ୍ନ ବା ଦାଗରେ ରୂପ ବନାଇବା
ഉദാഹരണം :
ସେ ଘରର ନକ୍ସା ଟାଣୁଛି
പര്യായപദങ്ങൾ : ଖିଞ୍ଚିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁକୁ ତାର ପୂରା ଲମ୍ବା ବା ଚଉଡ଼ା ପର୍ଯ୍ୟନ୍ତ ବଢ଼େଇବା
ഉദാഹരണം :
ଶିକାରୀ ଧନୁର ଡୋରକୁ ଟାଣୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ, ବ୍ୟକ୍ତିଆଦିକୁ କୌଣସି ବସ୍ତୁ, ବ୍ୟକ୍ତିଆଦିଦ୍ୱାରା ନିଜ ଶକ୍ତି ବା ପ୍ରେରଣାରେ ନିଜ ପାଖକୁ ଆକର୍ଷିତ କରିବା
ഉദാഹരണം :
ଭଗବାନ ରାମଙ୍କର ରୂପ ସବୁ ମିଥିଳାବାସୀଙ୍କୁ ଆକର୍ଷିତ କରୁଥିଲା
പര്യായപദങ്ങൾ : ଆକର୍ଷିତ କରିବା, ଆକୃଷ୍ଟ କରିବା, ଲୋଭାନ୍ୱିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु, व्यक्ति आदि को किसी वस्तु, व्यक्ति आदि के द्वारा अपनी शक्ति या प्रेरणा से अपने पास लाना।
भगवान राम का रूप सभी मिथिलावासियों को आकर्षित कर रहा था।Direct toward itself or oneself by means of some psychological power or physical attributes.
Her good looks attract the stares of many men.അർത്ഥം : କାହାରିକୁ ଆସ୍ତେଆସ୍ତେ ଯିବାରେ ପ୍ରବୃତ୍ତ କରିବା
ഉദാഹരണം :
ବୁଢାବାପାଙ୍କ ଖଟକୁ ପୁଅ ଖରାକୁ ଘୁଞ୍ଚେଇଲା
പര്യായപദങ്ങൾ : ଘୁଞ୍ଚେଇବା, ଘୋଷାରିନେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାକୁ କୌଣସି କାମରେ ଜବରଦସ୍ତି ଜୋଡିବା
ഉദാഹരണം :
ମୋ ମନ ନ ଥିଲେ ବି ରାମ ମୋତେ ଏହି କାମ କରିବା ପାଇଁ ଟାଣିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ഉദാഹരണം :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
പര്യായപദങ്ങൾ : ଅବଶୋଷିତ କରିବା, ପିଇବା, ଶୋଷଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :