അർത്ഥം : ନିଶ୍ଚୟ ବା ବିଚାର ଉପରେ ଦୃଢ଼ ନ ରହିବା
ഉദാഹരണം :
ପିତାମହ ଭୀଷ୍ମ ଆଜୀବନ ନିଜ ପ୍ରତିଜ୍ଞାରୁ ଟଳି ନ ଥିଲେ
പര്യായപദങ്ങൾ : ପଶ୍ଚାତ୍ପଦ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉଲ୍ଲଙ୍ଘନହେବା ବା ସମ୍ପୂର୍ଣ୍ଣ ନହେବା
ഉദാഹരണം :
ରମେଶବାବୁଙ୍କ ସହିତ ଅପାର ବିବାହବିଷୟ ଯୌତୁକକୁ ନେଇ ଭାଙ୍ଗିଗଲା
പര്യായപദങ്ങൾ : ଅଗ୍ରାହ୍ୟହେବା, ଉଲ୍ଲଙ୍ଘନହେବା, ନାକଚହେବା, ବାତିଲହେବା, ଭାଙ୍ଗିଗଲା, ରଦ୍ଦହେବା
മറ്റ് ഭാഷകളിലേക്കുള്ള വിവർത്തനം :