അർത്ഥം : ଭାରତରେ ପ୍ରଚଳିତ ମୁଦ୍ରା
ഉദാഹരണം :
ଭାରତୀୟ ଟଙ୍କାରେ ଗାନ୍ଧୀଜୀଙ୍କର ଫଟୋ ରହିଛି
പര്യായപദങ്ങൾ : ଭାରତୀୟ ଟଙ୍କା
മറ്റ് ഭാഷകളിലേക്കുള്ള വിവർത്തനം :
भारत में चलने वाली मुद्रा।
भारतीय रुपयों में गाँधीजी की फोटो है।അർത്ഥം : ଟଙ୍କାଶାଳରେ ଗଢ଼ାଯାଇଥିବା ନିର୍ଦ୍ଦିଷ୍ଟ ମୂଲ୍ୟର ଧାତୁ ଖଣ୍ଡ ଯାହା ବିନିମୟର ସାଧନ ହୋଇଥାଏ
ഉദാഹരണം :
ଆଗକାଳରେ ସୁନା, ରୁପାଆଦିର ମୁଦ୍ରା ପ୍ରଚଳିତ ଥିଲା
പര്യായപദങ്ങൾ : ମୁଦ୍ରା
മറ്റ് ഭാഷകളിലേക്കുള്ള വിവർത്തനം :
टकसाल में ढला हुआ निर्दिष्ट मूल्य का धातु का टुकड़ा जो वस्तु विनिमय का साधन होता है।
पुराने ज़माने में सोने, चाँदी आदि के सिक्के चलते थे।അർത്ഥം : ଭାରତରେ ପ୍ରଚଳିତ ହେଉଥିବା ଷୋହଳ ଅଣାର ଏକ ମୁଦ୍ରା
ഉദാഹരണം :
ଜେଜେବାପାଙ୍କ ପାଖରେ ବିଭିନ୍ନ ପ୍ରକାରର ଏକଟଙ୍କିଆ ମୁଦ୍ରା ଥିଲା
പര്യായപദങ്ങൾ : ଏକଟଙ୍କିଆ ମୁଦ୍ରା, ଟଙ୍କିକିଆ ମୁଦ୍ରା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭାରତ ଓ ପାକିସ୍ତାନ ଆଦି ଦେଶରେ ପ୍ରଚଳିତ ମୁଦ୍ରା
ഉദാഹരണം :
ଦିନକୁ ଦିନ ଟଙ୍କାର ଅବମୂଲ୍ୟାୟନ ହେଉଅଛି
പര്യായപദങ്ങൾ : ରୂପିୟା
മറ്റ് ഭാഷകളിലേക്കുള്ള വിവർത്തനം :