അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି କଥା ଜାଣିବାପାଇଁ ଅତ୍ୟଧିକ ଇଚ୍ଛା
ഉദാഹരണം : ବାଳକମାନଙ୍କ ମନରେ ପ୍ରତ୍ୟେକ ବିଷୟକୁ ଜାଣିବା ପାଇଁ ଜିଜ୍ଞାସା ରହିଥାଏ
പര്യായപദങ്ങൾ : ଉତ୍କଣ୍ଠା, କୁତୂହଳ, କୌତୂହଳ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
कोई बात जानने की अत्यधिक इच्छा।
A state in which you want to learn more about something.
അർത്ഥം : ପଚାରିବା ବା ପ୍ରଶ୍ନ କରିବା କ୍ରିୟା
ഉദാഹരണം : କେବେ କେବେ ଛୁଆଙ୍କର ଜିଜ୍ଞାସାର ଉତ୍ତର ଦେବା କଠିନ ହୋଇଯାଏ
പര്യായപദങ്ങൾ : ପ୍ରଶ୍ନ
पूछने या प्रश्न करने की क्रिया।
A request for information.
ഇൻസ്റ്റാൾ ചെയ്യുക