അർത്ഥം : ଏକ ପ୍ରକାରର ତୋପ
ഉദാഹരണം :
ଶତ୍ରୁମାନେ ଜାଲ ଦ୍ୱାରା ଦୁର୍ଗକୁ ଧ୍ୱଂସ କରିଦେଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସୂତା, ତାର, ବା ରସି ଆଦି ଦ୍ୱାରା ସମାନ ଅନ୍ତରାଳରେ ଛାଡ଼ିଛାଡ଼ି ବୁଣା ଯାଇଥିବା ଏକ ଉପକରଣ
ഉദാഹരണം :
ଫଳ ଦୋକାନରେ କିଛି ଫଳ ଜାଲରେ ଟଙ୍ଗାହୋଇଥିଲା
പര്യായപദങ്ങൾ : ନେଟ୍
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲାକ୍ଷଣିକ ଅର୍ଥରେ ,କିଛି ଏପରି ଯୁକ୍ତି ଯେଉଁଥିନେଇ କୌଣସି ବାହାର ଲୋକ ପ୍ରାୟତଃ ଅସାବଧାନତାବଶତଃ ଧୋକା ଖାଏ
ഉദാഹരണം :
ତୁମରି ଫାନ୍ଦରେ କେହିବି ଫସିଯିବ
പര്യായപദങ്ങൾ : କୌଶଳ, ଚାଲ୍, ଫାନ୍ଦ, ଫାଶ
മറ്റ് ഭാഷകളിലേക്കുള്ള വിവർത്തനം :
लाक्षणिक अर्थ में, कोई ऐसी युक्ति जिसके कारण कोई दूसरा व्यक्ति प्रायः असावधानी के कारण धोखा खाता हो।
तुम्हारे जाल में कोई भी फँस जाएगा।അർത്ഥം : ଏକାଠି ବୁଣାଯାଇଥିବା ବା ଗୁନ୍ଥାଯାଇଥିବା ଅନେକ ବସ୍ତୁର ସମୂହ
ഉദാഹരണം :
ଶରୀରରେ ତନ୍ତୁଗୁଡ଼ିକର ଜାଲ ବିଛେଇ ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସୂତାରେ ବୁଣାଯାଇଥିବା ଯେଉଁ ଖେଳ ଉପକରଣର ଦୁଇ ପାଖରେ ଟେନିସ୍ ଆଦି ଖେଳରେ ଖେଳାଳିମାନେ ଠିଆ ହୋଇ ଖେଳନ୍ତି
ഉദാഹരണം :
ଟେନିସ୍ ଖେଳିବାପାଇଁ ପିଲାମାନେ ଟେନିସ୍ କୋର୍ଟରେ ଜାଲ ବାନ୍ଧୁଥିଲେ
പര്യായപദങ്ങൾ : ନେଟ୍
മറ്റ് ഭാഷകളിലേക്കുള്ള വിവർത്തനം :
Game equipment consisting of a strip of netting dividing the playing area in tennis or badminton.
netഅർത്ഥം : ବନସ୍ପତି ଆଦିକୁ ଭସ୍ମକରି ପ୍ରସ୍ତୁତ କରାଯାଇଥିବା ଖାର
ഉദാഹരണം :
କଦଳୀର ପତ୍ରରୁ ପ୍ରାପ୍ତ ଭସ୍ମକୁ ମହୁ ସହିତ ମିଶାଇ ଖାଇଲେ କାଶ ଭଲହୁଏ
പര്യായപദങ്ങൾ : କ୍ଷାର, ଖାର, ଭସ୍ମ
മറ്റ് ഭാഷകളിലേക്കുള്ള വിവർത്തനം :
वनस्पतियों आदि को जलाकर तैयार किया हुआ क्षार या खार।
केले के पत्ते से प्राप्त जाल को शहद में मिलाकर खाने से खाँसी ठीक होती है।അർത്ഥം : ଏପରି କରାଯାଇଥିବା ବ୍ୟବସ୍ଥା ବା ପରିସ୍ଥିତି ଯେଉଁଥିରେ ପଶିଲେ ମୁକୁଳିବାର ବାଟ ନଥାଏ
ഉദാഹരണം :
ପୁଲିସ୍ ଖୁଣୀକୁ ଧରିବା ଲାଗି ଜାଲ ବିଛାଇ ଚାଲିଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ଜାଲରେ ବୁଢ଼ିଆଣୀ କୀଟ-ପତଙ୍ଗମାନଙ୍କୁ ଧରେ
ഉദാഹരണം :
ଛୋଟ ଛୋଟ କୀଟ ଜାଲରେ ପଡ଼ି ବୁଢ଼ିଶିକାର ହୁଅନ୍ତି
പര്യായപദങ്ങൾ : ବୁଢ଼ିଆଣୀ ଜାଲ
മറ്റ് ഭാഷകളിലേക്കുള്ള വിവർത്തനം :