അർത്ഥം : ବଂଶ-ପଂରମ୍ପରା ଅନୁସାରେ କରାଯାଇଥିବା ସମାଜର ବିଭାଗୀ କରଣ
ഉദാഹരണം :
ହିନ୍ଦୁମାନଙ୍କ ମଧ୍ୟରେ ନିଜ ଜାତିରେ ହିଁ ବିବାହ କରିବା ପ୍ରଥା ପ୍ରଚଳିତ
പര്യായപദങ്ങൾ : ବିରାଦରୀ
മറ്റ് ഭാഷകളിലേക്കുള്ള വിവർത്തനം :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiഅർത്ഥം : କୌଣସି ଜାତିର ପୋଷା ଜନ୍ତୁଙ୍କର ଏକ ବିଶେଷ ପ୍ରଜାତି
ഉദാഹരണം :
ସେ ଗୋଟିଏ ଭଲ ଜାତିର କୁକୁର ପାଳିଛି
പര്യായപദങ്ങൾ : ପ୍ରଜାତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜୀବବିଜ୍ଞାନରେ ସଜୀବମାନଙ୍କର ସବୁଠୁ ଉପର ସ୍ତରରେ କରାଯାଇଥିବା ବର୍ଗୀକରଣ
ഉദാഹരണം :
ଜୀବବିଜ୍ଞାନର ଛାତ୍ର ହେତୁ ମୁଁ ଜୀବମାନଙ୍କର ଜାତି ବିଷୟରେ ଭଲ ଭାବରେ ଜାଣିଛି
പര്യായപദങ്ങൾ : ସାମ୍ରାଜ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :