അർത്ഥം : କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
ഉദാഹരണം :
୧୮୫୭ର ଜନଜାଗରଣ ଧୀରେଧୀରେ ଯୁଦ୍ଧର ରୂପନେଲା
പര്യായപദങ്ങൾ : ଜାଗୃତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଉତ୍ସବ ବା ପର୍ବ ଆଦିରେ ସାରା ରାତି ଚେଇଁବା କ୍ରିୟା
ഉദാഹരണം :
ନବରାତ୍ରିରେ ଲୋକମାନେ ଦେବ ମନ୍ଦିରରେ ଜାଗର କରନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚେଇଁବା କ୍ରିୟା ବା ଭାବ
ഉദാഹരണം :
ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି
പര്യായപദങ്ങൾ : ଉଜାଗର
മറ്റ് ഭാഷകളിലേക്കുള്ള വിവർത്തനം :