അർത്ഥം : ନିଆଁ ଲାଗିବା ଏବଂ ଏଥିନେଇ ଜଳୁଥିବା ଜିନିଷ
ഉദാഹരണം :
ମୁଁ ନିଜର ପଡୋଶୀଙ୍କର ପୁଣି ଥରେ ନିଆଁ ଲାଗିବା ଚାହୁଁନାହିଁ ତେଣୁ ନିଆଁ ଠାରୁ ସୁରକ୍ଷା ବ୍ୟବସ୍ଥା କରାଯାଉ
പര്യായപദങ്ങൾ : ଦହନ ହେବା, ନିଆଁ ଲାଗିବା, ପୋଡିବା
മറ്റ് ഭാഷകളിലേക്കുള്ള വിവർത്തനം :
आग लगने और उससे चीजों के जलने की क्रिया।
हम अपने पड़ोस में एक और अवदाह नहीं चाहते हैं अतः आग से सुरक्षा की व्यवस्था की जाय।അർത്ഥം : ନିଆଁ ସମ୍ପର୍କରୁ ଜଳୁଥିବା କିମ୍ବା ଗରମପବନ ହେଉଥିବାର ରୂପ
ഉദാഹരണം :
ଚୁଲିରେ ନିଆଁ ଜଳୁଛି
പര്യായപദങ്ങൾ : ଦଗ୍ଧହେବା, ପୋଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
Start to burn or burst into flames.
Marsh gases ignited suddenly.അർത്ഥം : ଲଙ୍କାଆଦି ବସ୍ତୁର ଜିଭ ବା ଶରୀର ଉପରେ ହେଉଥିବା ତୀବ୍ର ଅନୁଭବ
ഉദാഹരണം :
ରାଗ ଖାଇବାରୁ ମୋ ଜିଭ ପୋଡ଼ୁଛି
പര്യായപദങ്ങൾ : ପୋଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନ୍ୟର ଲାଭ ବା ହିତ ଦେଖି ଈର୍ଷ୍ୟାନ୍ୱିତ ହେବା
ഉദാഹരണം :
ରାମର ଉନ୍ନତି ଦେଖି ଶ୍ୟାମ ଈର୍ଷା କରେ
പര്യായപദങ്ങൾ : ଈର୍ଷା କରିବା, ଦ୍ୱେଷ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
दूसरे का लाभ या हित देखकर मन में कुढ़ना।
राम की तरक्की देख कर श्याम जलता है।Feel envious towards. Admire enviously.
envy