അർത്ഥം : ବହୁତ ଦିନ ବ୍ୟବଧାନରେ ସମଗ୍ର ସଂସାରରେ ହେଉଥିବା ବନ୍ୟା ଯାହା ପ୍ରଳୟଭାବେ ଗଣ୍ୟ ହୁଏ
ഉദാഹരണം :
ହିନ୍ଦୁମାନଙ୍କ ଅନୁସାରେ ବୈବସ୍ୱତ ମନୁକ ସମୟରେ ଏବଂ ଖ୍ରୀଷ୍ଟିୟାନ, ମୁସଲମାନଆଦିଙ୍କ ଅନୁସାରେ ହଜରତ ନୋହାଙ୍କ ସମୟରେ ଏଭଳି ଜଳପ୍ଳାବନ ଆସିଥିଲା
മറ്റ് ഭാഷകളിലേക്കുള്ള വിവർത്തനം :