അർത്ഥം : ଜମିବା ବା ଜମାଇବାର କ୍ରିୟା ବା ଭାବ
ഉദാഹരണം :
ଦହି ଭଲ ଭାବେ ବସିଛି କାନ୍ଥ ଉପରେ ଶିଉଳି ଜମା ହୋଇଛି
പര്യായപദങ്ങൾ : ବସିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିଚାର ବା ସ୍ୱଭାବରେ ସମାନତା କାରଣରୁ ମେଳ ବା ନିର୍ବାହ ହେବା
ഉദാഹരണം :
ଆଜିକାଲି ସେ ଦୁଇଜଣଙ୍କ ମଧ୍ୟରେ ଭଲ ଜମୁଛି
മറ്റ് ഭാഷകളിലേക്കുള്ള വിവർത്തനം :
Have smooth relations.
My boss and I get along very well.അർത്ഥം : ତରଳ ପଦାର୍ଥ କଠିନ କିମ୍ବା ଗାଢ଼ା ହେବା
ഉദാഹരണം :
ପାହାଡ଼ ଉପରେ ବରଫ ଜମାହୋଇଅଛି
പര്യായപദങ്ങൾ : ଗଦାହେବା
മറ്റ് ഭാഷകളിലേക്കുള്ള വിവർത്തനം :
Change from a liquid to a solid when cold.
Water freezes at 32 degrees Fahrenheit.അർത്ഥം : ସମାରୋହଆଦିର କାମ ଆନନ୍ଦପୂର୍ବକ ଓ ଭଲଭାବେ ସମ୍ପନ୍ନ ହେବା
ഉദാഹരണം :
କାଲିର ସଂଗୀତ କାର୍ଯ୍ୟକ୍ରମ ଖୁବ ଜମିଲା
പര്യായപദങ്ങൾ : ରଙ୍ଗାରଙ୍ଗ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାମକୁ ଭଲଭାବରେ ଚଳନ ଯୋଗ୍ୟ କରିବା
ഉദാഹരണം :
ତାର ବେପାର ଜମିଗଲାଣି
മറ്റ് ഭാഷകളിലേക്കുള്ള വിവർത്തനം :
Become settled or established and stable in one's residence or life style.
He finally settled down.അർത്ഥം : (ଭଲ ଭାବରେ) ସ୍ଥିର ହେବା ବା ଏକ ସ୍ଥିତିରେ ହେବା
ഉദാഹരണം :
ଟାଇଲ ଏବେ ଚଟାଣ ଉପରେ ବସିଗଲା
പര്യായപദങ്ങൾ : ବସିବା
മറ്റ് ഭാഷകളിലേക്കുള്ള വിവർത്തനം :
Settle into a position, usually on a surface or ground.
Dust settled on the roofs.അർത്ഥം : କୌଣସି ଏକ ସ୍ଥାନରେ ଏକତ୍ରିତ ହେବା
ഉദാഹരണം :
ସବୁ ପିଲା ପଡ଼ିଆରେ ରୁଣ୍ଡ ହେଉଛନ୍ତି ଖାଲରେ ପାଣି ଜମିଛି
പര്യായപദങ്ങൾ : ଏକତ୍ରିତ ହେବା, ଏକାଠି ହେବା, ରୁଣ୍ଡହେବା
മറ്റ് ഭാഷകളിലേക്കുള്ള വിവർത്തനം :
किसी एक जगह पर इकट्ठा होना।
सभी बच्चे मैदान में इकट्ठे हो रहे हैं।Collect or gather.
Journals are accumulating in my office.അർത്ഥം : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
ഉദാഹരണം :
ଛାତ ସିଢ଼ିରେ ଶିଉଳି ଜମିଛି
പര്യായപദങ്ങൾ : ବସିବା
മറ്റ് ഭാഷകളിലേക്കുള്ള വിവർത്തനം :
Settle into a position, usually on a surface or ground.
Dust settled on the roofs.