അർത്ഥം : ଗର୍ଭରୁ ପିଲା ପ୍ରସବ ହେବା
ഉദാഹരണം :
ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ
പര്യായപദങ്ങൾ : ଉତ୍ପନ୍ନ କରିବା, ଜନ୍ମ ଦେବା, ପ୍ରସବ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପଶୁମାନଙ୍କ ଗର୍ଭରୁ ଛୁଆ ବାହାରିବା ବା ଉତ୍ପନ୍ନ କରିବା
ഉദാഹരണം :
ସକାଳୁ ସକାଳୁ ହିଁ ଗାଈଟି ଭଲ ବାଛୁରିଟିଏ ଜନ୍ମକରିଛି
പര്യായപദങ്ങൾ : ଜନ୍ମଦେବା, ବାଛୁରି ପକେଇଛି, ବେଇଛି
മറ്റ് ഭാഷകളിലേക്കുള്ള വിവർത്തനം :