അർത്ഥം : କୌଣସି ଦେଶ ବା ରାଜ୍ୟରେ ବସବାସ କରୁଥିବା ମୂଳ ନିବାସୀ
ഉദാഹരണം :
ଆଦିବାସୀମାନଙ୍କର ଉଲ୍ଲେଖ ରାମାୟଣରେ ମଧ୍ୟ ମିଳେ
പര്യായപദങ്ങൾ : ଆଦିବାସୀ, ଆଦିମ ଅଧିବାସୀ, ଆଦିମ ନିବାସୀ, ମୂଳନିବାସୀ
മറ്റ് ഭാഷകളിലേക്കുള്ള വിവർത്തനം :
किसी देश या राज्य में रहनेवाले मूल निवासी।
आदिवासियों का उल्लेख रामायण में भी मिलता है।അർത്ഥം : କୌଣସି ସ୍ଥାନରେ ରହୁଥିବା ସେଠିକାର ମୂଳ ଅସଭ୍ୟ ତଥା ଜଂଗଲୀ ନିବାସୀ
ഉദാഹരണം :
ସରକାର ଆଦିବାସୀଙ୍କ ବିକାଶପାଇଁ କେତେକ ଯୋଜନା ପ୍ରସ୍ତୁତ କରୁଛନ୍ତି
പര്യായപദങ്ങൾ : ଆଦିବାସୀ, ବନ୍ୟଜାତି
മറ്റ് ഭാഷകളിലേക്കുള്ള വിവർത്തനം :
किसी देश या प्रान्त के वे निवासी जो बहुत पहले से वहाँ रहते आये हों ओर जिनके पश्चात् और भी लोग वहाँ आकर बसे हों।
सरकार आदिवासियों के विकास के लिए कुछ योजनाएँ बना रही है।Someone who lives in a tribe.
tribesmanഅർത്ഥം : ଯେଉଁମାନେ ଆଦିମ ଅଧିବାସୀ ଓ ଯେଉଁମାନଙ୍କର ସଭ୍ୟତା, ସଂସ୍କୃତି ଆଦି ସାଧାରଣ ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ନିମ୍ନ ସ୍ତରର
ഉദാഹരണം :
ଭାରତର ଜଙ୍ଗଲଗୁଡ଼ିକରେ ଆଜି ବି କେତେକ ଜନଜାତି ବାସ କରନ୍ତି
പര്യായപദങ്ങൾ : ଆଦିବାସୀ
മറ്റ് ഭാഷകളിലേക്കുള്ള വിവർത്തനം :