അർത്ഥം : ସେହି ବ୍ୟକ୍ତି ଯାହାଙ୍କଦ୍ୱାରା ସର୍ବପ୍ରଥମେ କୌଣସି ବିଚାର ବା ବିଚାରଧାରା ଓ ପ୍ରତିପାଦିତ କରାଯାଇଛି ବା କୌଣସି ସଂସ୍ଥାଆଦିର ସ୍ଥାପନା ହୋଇଛି
ഉദാഹരണം :
ହିପ୍ପୋକ୍ରେଟସ୍ ଚିକିତ୍ସାଶାସ୍ତ୍ରର ଜନକ ବୋଲି ବିଚାର କରାଯାଏ ଗ୍ରେଗର୍ ଜନ୍ ମେଣ୍ଡଲ୍ ଆନୁବଂଶିକୀର ଜନକ
മറ്റ് ഭാഷകളിലേക്കുള്ള വിവർത്തനം :
A person who founds or establishes some institution.
George Washington is the father of his country.അർത്ഥം : ମିଥିଳାର ରାଜା ଓ ସୀତାଙ୍କ ବାପା
ഉദാഹരണം :
ଜନକ ଜଣେ ବହୁତ ଜ୍ଞାନୀ ରାଜା ଥିଲେ
പര്യായപദങ്ങൾ : ମିଥିଳା ନରେଶ, ରାଜା ଜନକ
മറ്റ് ഭാഷകളിലേക്കുള്ള വിവർത്തനം :