അർത്ഥം : କାହା ସହିତ ଜଣାଶୁଣା ହେବା ଅବସ୍ଥା ବା ଭାବ
ഉദാഹരണം :
ଶ୍ୟାମର ବଡ଼ ବଡ଼ ଲୋକଙ୍କ ସହିତ ପରିଚୟ ଅଛି
പര്യായപദങ്ങൾ : ପରିଚୟ
മറ്റ് ഭാഷകളിലേക്കുള്ള വിവർത്തനം :
किसी से जान पहचान होने की अवस्था या भाव।
हमारा और आपका परिचय तो बहुत पुराना है।അർത്ഥം : ଯେଉଁ ବ୍ୟକ୍ତିଙ୍କୁ ଖ୍ୟାତି ମିଳିଛି
ഉദാഹരണം :
ବିଦ୍ୟାସାଗରଙ୍କୁ ନାମୀଲୋକଙ୍କ ମଧ୍ୟରେ ଗଣାଯାଏ
പര്യായപദങ്ങൾ : ଖ୍ୟାତ, ନାମୀ, ପ୍ରସିଦ୍ଧ, ବିଖ୍ୟାତ
മറ്റ് ഭാഷകളിലേക്കുള്ള വിവർത്തനം :
वह व्यक्ति जिसे प्रसिद्धि मिली हो।
विद्याधर की गणना नामियों में होती है।A well-known or notable person.
They studied all the great names in the history of France.അർത്ഥം : ଜାଣିବା ବା ବିଜ୍ଞହେବା ଅବସ୍ଥା ବା ଭାବ
ഉദാഹരണം :
ମୋ ଜ୍ଞାତସାରରେ ହିଁ ଏହି କାମ ହୋଇଛି
പര്യായപദങ്ങൾ : ଜାଣତ, ଜାଣତି, ଜ୍ଞାତସାର
മറ്റ് ഭാഷകളിലേക്കുള്ള വിവർത്തനം :
Having knowledge of.
He had no awareness of his mistakes.അർത്ഥം : ଯେଉଁ ବ୍ୟକ୍ତି ଜଣାଶୁଣା
ഉദാഹരണം :
ସେଠାରେ ମୋର କେତେକ ପରିଚିତ ବ୍ୟକ୍ତି ଉପସ୍ଥିତ ଥିଲେ
പര്യായപദങ്ങൾ : ପରିଚିତ
മറ്റ് ഭാഷകളിലേക്കുള്ള വിവർത്തനം :
A person with whom you are acquainted.
I have trouble remembering the names of all my acquaintances.അർത്ഥം : ଯିଏ ଜଣାଶୁଣା
ഉദാഹരണം :
ସେ କିଛି ପରିଚିତ ଲୋକଙ୍କ ସହିତ ବୁଲିବୁଲି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ
പര്യായപദങ്ങൾ : ପରିଚିତ
മറ്റ് ഭാഷകളിലേക്കുള്ള വിവർത്തനം :
जो जाना पहचाना हो या जिसको जाना गया हो।
वह कुछ परिचित लोगों के साथ घूम-घूमकर सबको नववर्ष की शुभकामनाएँ दे रहा है।അർത്ഥം : ଯେ ସମଗ୍ର ବିଶ୍ୱରେ ବିଖ୍ୟାତ
ഉദാഹരണം :
ମହାତ୍ମାଗାନ୍ଧୀ ବିଶ୍ୱବିଖ୍ୟାତ ବ୍ୟକ୍ତି ଥିଲେ ଏହା ଜଣାଶୁଣା ଯେ ଭାରତ ଏକ ନିରପେକ୍ଷ ରାଷ୍ଟ୍ର
പര്യായപദങ്ങൾ : ଜଗତପ୍ରସିଦ୍ଧ, ବିଶ୍ୱପ୍ରସିଦ୍ଧ, ବିଶ୍ୱବିଖ୍ୟାତ, ଲୋକପ୍ରସିଦ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
जो पूरे विश्व में विख्यात हो।
महात्मा गाँधी विश्व विख्यात व्यक्ति थे।അർത്ഥം : ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
ഉദാഹരണം :
ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
പര്യായപദങ്ങൾ : ଅନୁଭବୀ
മറ്റ് ഭാഷകളിലേക്കുള്ള വിവർത്തനം :
Having experience. Having knowledge or skill from observation or participation.
experienced, experient