അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଜଟା ରୂପରେ ଗୁନ୍ଥି ହୋଇଥିବା ମୁଣ୍ଡର ବହୁତ ବଡ଼-ବଡ଼ ବାଳ
ഉദാഹരണം : ଗଙ୍ଗା ଶିବଙ୍କ ଜଟାରେ ଜଡ଼ିତ ହୋଇ ରହିଗଲେ
പര്യായപദങ്ങൾ : ଜଟ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
लट के रूप में गुँथे हुए सिर के बहुत बड़े-बड़े बाल।
A hairdo formed by braiding or twisting the hair.
അർത്ഥം : ଗଛର ମୂଳରୁ ବାହାରୁଥିବା ପତଳା ସୂତାଚେର
ഉദാഹരണം : ଗାଁରେ ଜାଳେଣୀ ରୂପେ ଚେରମୂଳର ବ୍ୟବହାର କରାଯାଏ
പര്യായപദങ്ങൾ : ଚେରମୂଳ, ଜଟ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
वृक्षों की जड़ से निकले पतले सूत।
അർത്ഥം : ଏକ ପାହାଡ଼ିଆ ଗଛ
ഉദാഹരണം : ବାଇଡ଼ଙ୍କ ପତ୍ରରେ ବିଷାକ୍ତ ଆଁଶୁ ଥାଏ
പര്യായപദങ്ങൾ : ଅଜରା, ଅବ୍ୟଙ୍ଗା, କଣ୍ଡୂରା, ବାଇଡ଼ଙ୍କ, ଲାଙ୍ଗଳୀ, ସଦ୍ୟଶୋଥ
एक पहाड़ी पौधा।
ഇൻസ്റ്റാൾ ചെയ്യുക