അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ସେହି ସ୍ଥାନ ଯେଉଁଠାରେ ବହୁତ ଦୂର ପର୍ଯ୍ୟନ୍ତ ଗଛବୁଦା, ଝାଡ଼ଆଦି ଆପେଆପେ ଜନ୍ମିଛନ୍ତି
ഉദാഹരണം : ପୁରାତନ କାଳରେ ମୁନିଋଷିମାନେ ବଣରେ ବାସ କରୁଥିଲେ
പര്യായപദങ്ങൾ : ଅଟବୀ, ଅରଣ୍ୟ, ଅରଣ୍ୟକ, କାନନ, ବଣ, ବନ, ବିପିନ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह स्थान जहाँ बहुत दूर तक पेड़-पौधे, झाड़ियाँ आदि अपने आप उगी हों।
Land that is covered with trees and shrubs.
അർത്ഥം : ବଡ଼ ଏବଂ ଘନ ଜଙ୍ଗଲ କ୍ଷେତ୍ରରେ ଥିବା ଗଛ ବୁଦା ବା ଅନ୍ୟ ବନସ୍ପତି
ഉദാഹരണം : ପ୍ରକୃତିକୁ ଖାତିର ନକରି ମନୁଷ୍ୟ ଜଙ୍ଗଲକୁ କାଟି ଦେଉଛି
പര്യായപദങ്ങൾ : ଅରଣ୍ୟ, ବଣ
बड़े और घने जंगली क्षेत्र में स्थित पेड़-पौधे या अन्य वनस्पतियाँ।
The trees and other plants in a large densely wooded area.
ഇൻസ്റ്റാൾ ചെയ്യുക