അർത്ഥം : ସଂସାର ବା ଭୂମଣ୍ଡଳର ଯେଉଁ ଭାଗଟି ପୃଥକ୍ ରୂପେ ବିବେଚନା କରାଯାଏ
ഉദാഹരണം :
କୀଟପତଙ୍ଗଙ୍କର ଅଲଗା ସଂସାର ବନସ୍ପତି ଜଗତରେ ଅନେକ ବିବିଧତା ଭରି ରହିଛି
മറ്റ് ഭാഷകളിലേക്കുള്ള വിവർത്തനം :
A part of the earth that can be considered separately.
The outdoor world.അർത്ഥം : ଆମେ ପ୍ରାଣୀମାନେ ରହୁଥିବା ଜଗତ
ഉദാഹരണം :
ସଂସାରରେ ଯେ ବି ଜନ୍ମ ହୁଏ, ତାକୁ ମରିବାକୁ ହୁଏ
പര്യായപദങ്ങൾ : ଅଧିଲୋକ, ଇହଲୋକ, ଜୀବଲୋକ, ଦୁନିଆ, ଦୁନିଆଁ, ପୃଥିବୀଲୋକ, ପୃଥ୍ୱୀଲୋକ, ବିଶ୍ୱ, ଭୁବନ, ଭୂଲୋକ, ମନୁଷ୍ୟଲୋକ, ମରଲୋକ, ମର୍ତ୍ତ୍ୟଲୋକ, ମୃତ୍ୟୁଲୋକ, ସଂସାର, ସୃଷ୍ଟି
മറ്റ് ഭാഷകളിലേക്കുള്ള വിവർത്തനം :
वह लोक जिसमें हम प्राणी रहते हैं।
संसार में जो भी पैदा हुआ है, उसे मरना है।അർത്ഥം : କାହାରି ଯେଉଁ ସମସ୍ତ ଅଭିଜ୍ଞତା ତାଙ୍କୁ ବସ୍ତୁଗୁଡ଼ିକ କିପରି ଦିଶେ ବା ପ୍ରତୀତ ହୁଏ ତାହା ନିର୍ଦ୍ଧାରଣ କରେ
ഉദാഹരണം :
ଆମେ ଏକ ଅଲଗା ସଂସାରରେ ରହୁଛୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବ୍ୟକ୍ତିଙ୍କର ସେହି ଅନୁଭୂତିଗୁଡ଼ିକ ଯାହା ବସ୍ତୁଗୁଡ଼ିକର ସ୍ୱରୂପ ନିର୍ଦ୍ଧାରଣ କରେ
ഉദാഹരണം :
ସେ ତା ନିଜ ଦୁନିଆଁରେ ମଗ୍ନ ରହିଥାଏ ପ୍ରତ୍ୟେକ ବ୍ୟକ୍ତିର ଆପଣା ଦୁନିଆଁ ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
किसी की वे सब अनुभूतियाँ जो वस्तुओं के स्वरूप का निर्धारण करती हैं।
वह अपनी ही दुनिया में खोया रहता है।