അർത്ഥം : କେତେକ ବିଶିଷ୍ଟ ଗଛର ଡାଳ ଉପରେ ଲାଲ ରଙ୍ଗର କିଛି ଛୋଟ କୀଟ ତିଆରି କରିଥିବା ଏକ ଲାଲ୍ ପଦାର୍ଥ
ഉദാഹരണം :
ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ପୋଡ଼ିଦେବାପାଇଁ ଜଉ ଘର ତିଆରି କରାଇଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
एक लाल पदार्थ जिसे कुछ विशिष्ट वृक्षों की टहनियों पर लाल रंग के कुछ छोटे कीड़े बनाते हैं।
दुर्योधन ने पांडवों को जला डालने के लिए लाख का घर बनवाया था।Resinlike substance secreted by certain lac insects. Used in e.g. varnishes and sealing wax.
lacഅർത്ഥം : ଫସଲରେ ହେଉଥିବା ଗୋଟିଏ ରୋଗ
ഉദാഹരണം :
ଜଉ ବିଶେଷକରି ଗହମ କିମ୍ବା ଯଅ ଫସଲରେ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଧାନ ଫସଲରେ ଲାଗୁଥିବା ଏକ ପୋକ
ഉദാഹരണം :
ଜଉ ଧଳା ବା ଖାକି ରଙ୍ଗର ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :