അർത്ഥം : ଚୋପା ବା ଛାଲ କାଢ଼ିବା
ഉദാഹരണം :
କୃଷକ ବିଲରେ ଆଖୁ ଛେଲୁଛି
പര്യായപദങ്ങൾ : ଚୋପା ଛଡ଼ାଇବା, ଚୋପା ଛଡ଼େଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଛେଲିବା କାମ ହେବା
ഉദാഹരണം :
ଆଖୁ ଛେଲାହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
ഉദാഹരണം :
ମହେଶ ନିମ ଗଣ୍ଡିକୁ ଛେଲୁଛି
പര്യായപദങ്ങൾ : କାଟିବା, କ୍ଷତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।
महेश नीम के तने को पाछ रहा है।