അർത്ഥം : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
ഉദാഹരണം :
ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
പര്യായപദങ്ങൾ : ଅବକାଶ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାମ କରିବା ସମୟର ସମାପ୍ତି
ഉദാഹരണം :
ଆଜି ସଂଧ୍ୟାରେ ଛୁଟିପରେ ମୁଁ ଆପଣଙ୍କୁ ଦେଖାକରିବି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାର୍ଯ୍ୟ ମଝିରେ ମିଳୁଥିବା ଅବସର
ഉദാഹരണം :
କାର୍ଯ୍ୟର ଅବସର ସମୟରେ ଶ୍ରମିକନେତା ଶ୍ରମିକମାନଙ୍କ ସହିତ ବିଚାର ବିମର୍ଶ କଲେ
പര്യായപദങ്ങൾ : କାର୍ଯ୍ୟ ଅବସର
മറ്റ് ഭാഷകളിലേക്കുള്ള വിവർത്തനം :
किसी कार्य के बीच में मिलनेवाला अंतराल।
कार्य अंतराल में श्रमिक नेता ने श्रमिकों से विचार-विमर्श किया।