അർത്ഥം : ଜନ୍ମରୁ ବର୍ଷେ କିମ୍ବା ଦୁଇବର୍ଷର ପିଲା
ഉദാഹരണം :
ମାଁ ଛୁଆକୁ କ୍ଷୀର ପିଆଉଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୋଣସି ଜୀବଜନ୍ତୁର ସନ୍ତାନ
ഉദാഹരണം :
ପଶୁମାନଙ୍କ ଅପେକ୍ଷା ମନୁଷ୍ୟର ଶିଶୁ ନିଜ ବାପାମାଙ୍କ ଉପରେ ବହୁଦିନ ପର୍ଯ୍ୟନ୍ତ ନିର୍ଭରଶୀଳ ରହେ କୁତ୍ତି ତା ଛୁଆକୁ ଦୁଧ ପିଆଉଛି
പര്യായപദങ്ങൾ : ପିଲା, ଶିଶୁ, ସନ୍ତାନ
മറ്റ് ഭാഷകളിലേക്കുള്ള വിവർത്തനം :
किसी भी जीव-जन्तु की संतान।
पशुओं की अपेक्षा मनुष्य का बच्चा अपने माता-पिता पर अधिक दिनों तक आश्रित रहता है।അർത്ഥം : କମ ବୟସର ବାଳକ ବା ବାଳିକା
ഉദാഹരണം :
ସେ ପିଲାମାନଙ୍କପାଇଁ ବି କାହାଣୀ ଲେଖେ ଏହି ଫିଲ୍ମ ପିଲାମାନଙ୍କୁ ଭାରି ଭଲ ଲାଗୁଛି
മറ്റ് ഭാഷകളിലേക്കുള്ള വിവർത്തനം :
कम उम्र की लड़की या लड़का।
वह बच्चों के लिए भी कहानियाँ लिखता है।