അർത്ഥം : ହାତ ବା କୌଣସି ଅନ୍ୟବସ୍ତୁଦ୍ୱାରା ପାଣି ଫିଙ୍ଗିବା
ഉദാഹരണം :
ସେମାନେ ମାଛଧରିବାପାଇଁ ଛାଟୁଛନ୍ତି
പര്യായപദങ്ങൾ : ନିକ୍ଷେପକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହାତଦ୍ୱାରା ଖେତରେ ମଞ୍ଜିକୁ ଛାଟି ବା ଫିଙ୍ଗି ବୁଣିବା
ഉദാഹരണം :
କୃଷକଟି ଖେତରେ ମଞ୍ଜି ବୁଣୁଛି
പര്യായപദങ്ങൾ : ବପନକରିବା, ବିକ୍ଷିପ୍ତକରିବା, ବୁଣିବା
മറ്റ് ഭാഷകളിലേക്കുള്ള വിവർത്തനം :