അർത്ഥം : କାଠ ବା ଧାତୁଆଦିର ଖଣ୍ଡ ଯାହା ଉପରେ କୌଣସି ରୂପ ବା ଚିତ୍ର ଖୋଳାହୋଇଛି ଏବଂ ଏହାକୁ କୌଣସି ଅନ୍ୟ ବସ୍ତୁଉପରେ ରଖି ଚାପିଦେଲେ ସେଥିରେ ଖୋଳା ଆକୃତି ଚପିଯାଏ ବା ତିଆରି ହୋଇଯାଏ
ഉദാഹരണം :
ଶ୍ରମିକ ଲୁଗାଉପରେ ଛାଞ୍ଚ ସାହାଯ୍ୟରେ ପ୍ରକାର ପ୍ରକାରର ଛାପ ତିଆରି କରୁଛି
പര്യായപദങ്ങൾ : ଛାପା, ଠସା, ଫରମା
മറ്റ് ഭാഷകളിലേക്കുള്ള വിവർത്തനം :
A block or die used to imprint a mark or design.
stampഅർത്ഥം : କାଠ, ମହମ, ମାଟି, ଧାତୁ ଆଦିରେ ତିଆରି ଯେଉଁ ଢାଞ୍ଚାରେ କିଛି ଢଳାଯାଇ ଜିନିଷ ତିଆରି କରାଯାଏ
ഉദാഹരണം :
ଛାଞ୍ଚଦ୍ୱାରା ମାଟିରୁ ଇଟା ତିଆରି କରାଯାଏ
പര്യായപദങ്ങൾ : ଫାରମା
മറ്റ് ഭാഷകളിലേക്കുള്ള വിവർത്തനം :