അർത്ഥം : ସୈନିକମାନଙ୍କ ରହିବାପାଇଁ ସ୍ଥାନ
ഉദാഹരണം :
ଏହା ଗୋର୍ଖା ରେଜିମେଣ୍ଟର ଛାଉଣୀ
പര്യായപദങ്ങൾ : ଶିବିର, ସୈନିକ ଶିବିର
മറ്റ് ഭാഷകളിലേക്കുള്ള വിവർത്തനം :
Temporary living quarters specially built by the army for soldiers.
Wherever he went in the camp the men were grumbling.അർത്ഥം : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ
ഉദാഹരണം :
ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କନା, ଅଖା,ପଲିଥିନଆଦିରେ ତିଆରି ହୋଇଥିବା ସଂରଚନା ଯାହାକୁ ଖୁମ୍ବଆଦି ସହାୟତାରେ ଟାଣି ମେଲେଇ ଦିଆଯାଏ
ഉദാഹരണം :
ଏନ.ସି.ସିର ପିଲାମାନେ ନିଜ ନିଜର ତମ୍ବୁ ପକାଉଛନ୍ତି
പര്യായപദങ്ങൾ : ତମ୍ବୁ
മറ്റ് ഭാഷകളിലേക്കുള്ള വിവർത്തനം :
A portable shelter (usually of canvas stretched over supporting poles and fastened to the ground with ropes and pegs).
He pitched his tent near the creek.അർത്ഥം : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି
ഉദാഹരണം :
ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
A site where people on holiday can pitch a tent.
bivouac, campground, camping area, camping ground, camping site, campsite, encampment