അർത്ഥം : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
ഉദാഹരണം :
ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
പര്യായപദങ്ങൾ : ଅକୁଟିଳ, ଅବୋଧ, କୁଟିଳତାହୀନ, ନିଷ୍କପଟ, ସରଳ, ସିଧା ସାଧା
മറ്റ് ഭാഷകളിലേക്കുള്ള വിവർത്തനം :
जिसके मन में छल-कपट न हो और जो एकदम सीधा-सादा हो।
आजकल सीधे लोगों को बुद्धू समझा जाता है।