അർത്ഥം : ବିଶ୍ୱାସଘାତକତା କରିବା ବ୍ୟକ୍ତି
ഉദാഹരണം :
ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ
പര്യായപദങ്ങൾ : ଠକ, ନିର୍ଦ୍ଦୟ, ପ୍ରତାରକ, ବିଶ୍ୱାସଘାତୀ
മറ്റ് ഭാഷകളിലേക്കുള്ള വിവർത്തനം :
Having the character of, or characteristic of, a traitor.
The faithless Benedict Arnold.അർത്ഥം : ଯେ କପଟରେ ଭରା ବା ଯେଉଁଥିରେ କପଟ ଅଛି
ഉദാഹരണം :
ସେ ମୋ ସହିତ କପଟପୂର୍ଣ୍ଣ ବ୍ୟବହାର କଲା ତାର ହସ କୁଟିଳ ଥିଲା
പര്യായപദങ്ങൾ : କପଟପୂର୍ଣ୍ଣ, କପଟମୟ, କୁଟିଳ, ଛଦ୍ମମୟ, ଛଳନାମୟ
മറ്റ് ഭാഷകളിലേക്കുള്ള വിവർത്തനം :
Intended to deceive.
Deceitful advertising.