അർത്ഥം : ସଢ଼ି ଯାଇଥିବା ଖାଦ୍ୟ ପଦାର୍ଥରେ ଅଙ୍କୁରିତ ହେଉଥିବା ଏକପ୍ରକାର ବନସ୍ପତି
ഉദാഹരണം :
ବର୍ଷାଦିନରେ ବହୁତ ଛତୁ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କ୍ଷୁଦ୍ର ଉଦ୍ଭିଦଜର ଏକ ଜାତି ଯେଉଁଥିରେ ପତ୍ର-ପୁଷ୍ପ ଆସେନାହିଁ
ഉദാഹരണം :
କିଛି ଛତୁ ବିଷାକ୍ତ ହୋଇଥିବା ବେଳେ ଆଉ କିଛି ଖିଆ ଯାଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
Any of various fleshy fungi of the subdivision Basidiomycota consisting of a cap at the end of a stem arising from an underground mycelium.
mushroomഅർത്ഥം : ଏକ ପ୍ରକାରର ଗୁଳ୍ମ ଯାହାକୁ ଖିଆଯାଏ
ഉദാഹരണം :
ମୋତେ ଛତୁର ସୁପ୍ ବହୁତ ଭଲ ଲାଗେ
മറ്റ് ഭാഷകളിലേക്കുള്ള വിവർത്തനം :
Common name for an edible agaric (contrasting with the inedible toadstool).
mushroom