അർത്ഥം : ପଶୁପକ୍ଷୀମାନଙ୍କୁ ମାରି ଜୀବନ ନିର୍ବାହ କରୁଥିବା ଏକ ଜାତି
ഉദാഹരണം :
ଆଜି ମଧ୍ୟ ବ୍ୟାଧ ଜାତି ପଶୁପକ୍ଷୀମାନଙ୍କୁ ମାରି ନିଜର ପେଟ ପୋଷିବାରେ ଲାଗିଛନ୍ତି
പര്യായപദങ്ങൾ : ବ୍ୟାଧଜାତି
മറ്റ് ഭാഷകളിലേക്കുള്ള വിവർത്തനം :
पशु-पक्षियों को मारकर जीवन निर्वाह करने वाली एक जाति।
प्रतिबंध के कारण आज व्याध जाति के लोगों को अपना पेट पालना मुश्किल हो रहा है।(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiഅർത്ഥം : ଯେଉଁ ଜାତି ସାଧାରଣତଃ ଗାନ-ବାଦନ, ଖେଳ-ତାମସା କରି ବା କୁସ୍ତି-କସରତ ଆଦି ଦେଖାଇ ଜୀବନ ନିର୍ବାହ କରନ୍ତି
ഉദാഹരണം :
ନାଟୁଆ ଜାତି ନିଜ ବୃତ୍ତିରୁ ଦୁରେଇ ଯାଉଛନ୍ତି
പര്യായപദങ്ങൾ : ନାଟୁଆ ଜାତି
മറ്റ് ഭാഷകളിലേക്കുള്ള വിവർത്തനം :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jati