അർത്ഥം : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
ഉദാഹരണം :
ରଜତ ବସ୍ରେ ଚଢ଼ିଲା
പര്യായപദങ്ങൾ : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ବସିବା
മറ്റ് ഭാഷകളിലേക്കുള്ള വിവർത്തനം :
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
रजत बस पर चढ़ा।അർത്ഥം : ଖରାପ ପ୍ରଭାବ ପଡ଼ିବା
ഉദാഹരണം :
ସାପ କାମୁଡ଼ିବାରୁ ସର୍ବାଙ୍ଗ ଶରୀରରେ ବିଷ ଚଢ଼ି ଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତଳୁ ଉପର ଆଡ଼କୁ ଯିବା
ഉദാഹരണം :
ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
പര്യായപദങ്ങൾ : ଆରୋହଣ କରିବା, ଉଠିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା
ഉദാഹരണം :
ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି
പര്യായപദങ്ങൾ : ଲାଗିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସ୍ୱର ତୀବ୍ର ହେବା
ഉദാഹരണം :
ଗାୟିକାଙ୍କ ସ୍ୱର ବହୁତ ଉପରକୁ ଉଠେ
പര്യായപദങ്ങൾ : ଉପରକୁ ଉଠିବା
മറ്റ് ഭാഷകളിലേക്കുള്ള വിവർത്തനം :