അർത്ഥം : ବସାଇବା କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
ଜେଜେ କାନ୍ଦୁଥିବା ପିଲାଟିକୁ ଘୋଡ଼ାରେ ବସାଇଲେ
പര്യായപദങ്ങൾ : ଉପବେଶନ କରାଇବା, ବସାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ଜିନିଷ ଉପରେ ଆଉଗୋଟିଏ ଜିନିଷକୁ ଲଗାଇବା ବା ଲଖାଇବା
ഉദാഹരണം :
ରାଜଗୀର କାନ୍ଥରେ ପଲସ୍ତରା ଚଢ଼ାଉଛି ବଣିଆ ରୁପା ପାଉଁଜିରେ ସୁନାପାଣି ଚଢ଼ାଇଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖାତା, କାଗଜ ଆଦିରେ ଲେଖିବା
ഉദാഹരണം :
ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା
പര്യായപദങ്ങൾ : ଲେଖିବା
മറ്റ് ഭാഷകളിലേക്കുള്ള വിവർത്തനം :
खाते, काग़ज़ आदि में लिखना।
महाजन ने आसामी को पैसे देकर उसे अपने बही-खाते में चढ़ाया।Record in writing. Enter into a book of names or events or transactions.
registerഅർത്ഥം : ଦେବତାଆଦିଙ୍କୁ ଭେଟି ରୂପରେ ମିଳିବା
ഉദാഹരണം :
କାଳୀ ମନ୍ଦିରରେ ଅନେକ ଅର୍ପିତ ସାମଗ୍ରୀ ସମର୍ପଣ କରାଯାଏ
പര്യായപദങ്ങൾ : ଅର୍ପଣ କରିବା, ଭେଟିଦେବା, ଲାଗିକରିବା, ସମର୍ପଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी के द्वारा श्रद्धापूर्वक देवता, समाधि आदि पर कुछ रखा जाना।
काली मंदिर में बहुत चढ़ावा चढ़ता है।അർത്ഥം : କାହାରିଦ୍ୱାରା ଶ୍ରଦ୍ଧାପୂର୍ବକ ଦେବତା,ସମାଧି ଆଦି ଉପରେ ଅର୍ପିତ ହେବା
ഉദാഹരണം :
ଗାନ୍ଧୀଜୀଙ୍କ ସମାଧି ଉପରେ ପ୍ରତିଦିନ ତାଜା ଫୁଲ ଚଢ଼ାଯାଏ
പര്യായപദങ്ങൾ : ଅର୍ପିତ ହେବା, ସମର୍ପିତ ହେବା
അർത്ഥം : କାହାରି ଉପରେ ଜିନିଷ ରଖାଇବା ବା ଭରାଇବା
ഉദാഹരണം :
ମୋର ଜିନିଷ ଏଯାଏଁ ଲଦାହେଇନାହିଁ ଟ୍ରକରେ ଜିନିଷପତ୍ର ଲଦାହେଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶ୍ରଦ୍ଧାପୂର୍ବକ ଦେବତାଙ୍କ ଉପରେ ଅର୍ପଣ କରିବା
ഉദാഹരണം :
ସେ ଶିବଙ୍କ ଉପରେ ଜଳ, ଅକ୍ଷତ, ପୁଷ୍ପ, ଓ ବେଲପତ୍ର ଅର୍ପଣ କଲା
പര്യായപദങ്ങൾ : ଅର୍ପଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
श्रद्धापूर्वक देवता, समाधि आदि पर अर्पण करना।
उसने शिव प्रतिमा पर जल, अक्षत, पुष्प और बेल पत्र चढ़ाया।അർത്ഥം : ସିତାରା, ଢୋଲ ଆଦିର ଡୋରି ବା ତାର କଷିବା ବା ଟାଣିବା
ഉദാഹരണം :
ଢୋଲକିଆ ଢୋଲ ଚଢ଼ାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
ഉദാഹരണം :
ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
പര്യായപദങ്ങൾ : ଉଚ୍ଚରେ ରଖିବା, ଉଠାଇବା, ଉପରେ ରଖିବା, ଶୀର୍ଷରେ ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :