അർത്ഥം : ଭାଙ୍ଗି ଗୁଣ୍ଡହେବା
ഉദാഹരണം :
ଢେଲାଟି ହାତକୁ ଆସିବାମାତ୍ରେ ହିଁ ଗୁଣ୍ଡହୋଇଗଲା
പര്യായപദങ്ങൾ : ଗୁଣ୍ଡହେବା, ଟିକିଟିକି ହେବା, ଭଗ୍ନହେବା ଚୂନଚୂନା ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅତିଅଳ୍ପ ଆଘାତରେ ଚୂନା ହୋଇଯିବା
ഉദാഹരണം :
ତଳେ ପଡ଼ିବାମାତ୍ରେ ହିଁ ପାମ୍ପଡ଼ ଚୂନା ହୋଇଗଲା
പര്യായപദങ്ങൾ : ଗୁଣ୍ଡହେବା, ଚୂନାହେବା, ଚୂରିହେବା
മറ്റ് ഭാഷകളിലേക്കുള്ള വിവർത്തനം :
Break or fall apart into fragments.
The cookies crumbled.