അർത്ഥം : ପୂର୍ବରୁ କେବେ କରିଥିବା ନିଜ ଉପକାର ବା ଅନ୍ୟର ଅପରାଧ ଉଲ୍ଲେଖ କରି କଷ୍ଟ ଦେବା
ഉദാഹരണം :
ଶ୍ୟାମ ତା ଅପଙ୍ଗ ଭାଈକୁ ବହୁତ ବିରକ୍ତ କରାଏ
പര്യായപദങ്ങൾ : କଷ୍ଟ ଦେବା, ବିରକ୍ତ କରିବା, ରଗାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାକୁ ଉତ୍ତେଜିତ କରିବା
ഉദാഹരണം :
ରାମୁ ମୋତେ ଟିହାଇଲା ଆଉ ମୁଁ ଶ୍ୟାମ ସହିତ ଲଢ଼ିବସିଲି
പര്യായപദങ്ങൾ : ଉତ୍ତେଜିତକରିବା, ଉସକେଇବା, ଟିହାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାର ମନରେ ସନ୍ତାପ,ଇର୍ଷା ଆଦି ଉତ୍ପନ୍ନ କରିବା
ഉദാഹരണം :
ବଡ଼ ଯା ନୂଆ ନୂଆ ଶାଢ଼ି ପିନ୍ଧି ତା ସାନ ଯାଆକୁ ଜଳଉଛି
പര്യായപദങ്ങൾ : ଇର୍ଷାନ୍ୱିତ କରାଇବା, ଜଳେଇବା
മറ്റ് ഭാഷകളിലേക്കുള്ള വിവർത്തനം :
किसी के मन में सन्ताप, ईर्ष्या आदि उत्पन्न करना।
जेठानी नये-नये कपड़े पहनकर अपनी देवरानी को जलाती है।