അർത്ഥം : ବିଚାର କରିବା କ୍ରିୟା ବା ଭାବ
ഉദാഹരണം :
ବହୁତ ବିଚାର କରିବାପରେ ଆମେ ସମସ୍ୟା ସମାଧାନର ମାର୍ଗ ଖୋଜିପାଇଲୁ
പര്യായപദങ്ങൾ : ଚିନ୍ତନ, ବିଚାର, ବିବେଚନା, ମନନ
മറ്റ് ഭാഷകളിലേക്കുള്ള വിവർത്തനം :
विचार करने की क्रिया या भाव।
बहुत चिंतन के बाद हमने समस्या का हल ढूँढ़ निकाला।The process of using your mind to consider something carefully.
Thinking always made him frown.അർത്ഥം : ମନରେ ଉତ୍ପନ୍ନ ହେଉଥିବା କଥା
ഉദാഹരണം :
ମୋର ଚିନ୍ତା ହେଉଛି ଯେ ଏହି କାମ ବର୍ତ୍ତମାନ ହୋଇଯିବା କଥା ବିଚାର ଉପରେ ବିବେକର ଅବଶ୍ୟ ଅଙ୍କୁଶ ରହିବା ଆବଶ୍ୟକ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦ୍ୱିଧା, ଅଶାନ୍ତି, କଠିନତା ତଥା ବ୍ୟାକୁଳତାରୁ ଉତ୍ପନ୍ନ ହେଉଥିବା ମନୋଦଶା
ഉദാഹരണം :
ମୋତେ ଦିନରାତି ଏହି ଚିନ୍ତା ଲାଗିରହିଛି ଯେ ମୁଁ ଏହି କାମ କିଭଳି ଶୀଘ୍ରଶୀଘ୍ର ଶେଷ କରିବି
മറ്റ് ഭാഷകളിലേക്കുള്ള വിവർത്തനം :