അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହାର ବର୍ଣ୍ଣନା ହୋଇଛି
ഉദാഹരണം : ରାମାୟଣରେ ଭଗବାନ ରାମଙ୍କ ଚରିତ୍ର ବିଶେଷଭାବେ ବର୍ଣ୍ଣିତ ହୋଇଛି
പര്യായപദങ്ങൾ : ନିରୂପିତ, ବର୍ଣ୍ଣିତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जिसका वर्णन हुआ हो।
Clearly characterized or delimited.
അർത്ഥം : ଫୁଲପତ୍ର, ଟୋପିଟୋପି ଦାଗ ବା ରେଖାଦ୍ୱାରା ଯୁକ୍ତ
ഉദാഹരണം : ଗମ୍ବୁଜର ଛାତ ବହୁତ ସୁନ୍ଦର ଭାବେ ଚିତ୍ରିତ ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
बेलबूटों, चित्तियों या धारियों आदि से युक्त।
അർത്ഥം : ଯାହା ଚିତ୍ରରେ ଅଙ୍କାଯାଇଛି
ഉദാഹരണം : କାନ୍ଥରେ ଚିତ୍ରିତ ପଶୁପକ୍ଷୀ ଜୀବନ୍ତ ଲାଗୁଥିଲେ
चित्र में खींचा हुआ।
Represented graphically by sketch or design or lines.
അർത്ഥം : ଯେଉଁଥିରେ ଚିହ୍ନ ଅଛି
ഉദാഹരണം : ଏହି ଟଙ୍କା ଉପରେ ଗାନ୍ଧିଜୀଙ୍କର ଫୋଟ ଚିହ୍ନିତ ହୋଇଅଛି
പര്യായപദങ്ങൾ : ଅଙ୍କିତ, ଚିହ୍ନିତ
जिस पर चिह्न या निशान हो।
ഇൻസ്റ്റാൾ ചെയ്യുക