അർത്ഥം : ରୋଗ ଦୂର କରିବାର ଉପାୟ ବା ପ୍ରକ୍ରିୟା
ഉദാഹരണം :
ଗାଁର ରୋଗୀମାନଙ୍କୁ ଚିକିତ୍ସାପାଇଁ ସହର ଯିବାକୁ ପଡ଼ିଥାଏ ଏହି ରୋଗର ପ୍ରତିକାର କଣ ହେବ?
പര്യായപദങ്ങൾ : ଉପଚାର, ଡାକ୍ତରୀ ଚିକିତ୍ସା, ରୋଗ ପ୍ରତିକାରକ, ରୋଗଉପଚାର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚିକିତ୍ସକଙ୍କ କାମ ବା ପେଶା
ഉദാഹരണം :
ସେ ଚିକିତ୍ସା କରି ତାଙ୍କ ପରିବାର ଭରଣପୋଷଣ କରନ୍ତି
പര്യായപദങ്ങൾ : ଡାକ୍ତରି
മറ്റ് ഭാഷകളിലേക്കുള്ള വിവർത്തനം :
The learned profession that is mastered by graduate training in a medical school and that is devoted to preventing or alleviating or curing diseases and injuries.
He studied medicine at Harvard.