അർത്ഥം : ଚାଲୁହେବା ବା ରହିବାର ପ୍ରକ୍ରିୟା, ଅବସ୍ଥା ବା ଭାବ
ഉദാഹരണം :
କିଛି ସମୟ ପର୍ଯ୍ୟନ୍ତ ଚାଲିବା ପରେ ଯନ୍ତ୍ରଟି ନିଜକୁ ନିଜେ ବନ୍ଦ ହୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପ୍ରବାହିତ ହେବା
ഉദാഹരണം :
ନଦୀରେ ଡଙ୍ଗା ଚାଲୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗତି ହେବା
ഉദാഹരണം :
ଗାଁରେ ଏବେ ରାମାୟଣ ପାଠ ଚାଲୁଛି
പര്യായപദങ്ങൾ : ଚାଲୁରହିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାର୍ଯ୍ୟରେ ଅଗ୍ରସର ହେବା
ഉദാഹരണം :
ଆମକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ହେବ
പര്യായപദങ്ങൾ : ଆଗକୁ ବଢିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
ഉദാഹരണം :
ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
പര്യായപദങ്ങൾ : ଉପଯୋଗରେ ଆସିବା, କାମ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
आचरण या व्यवहार में होना या आना या प्रयोग करने पर आशानुरूप काम करना।
मेरी दस साल पुरानी कार आज भी चल रही है।അർത്ഥം : ସମ୍ବନ୍ଧ, ବ୍ୟବହାର ଆଦି ଠିକ୍ ଭାବରେ ଚାଲିବା
ഉദാഹരണം :
ଦେଖ, ମିଥ୍ୟା ଆଧାରରେ ନିର୍ମିତ ସମ୍ବନ୍ଧ କେତେଦିନ ଚାଲିବ
പര്യായപദങ്ങൾ : ନିର୍ବାହିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା
ഉദാഹരണം :
ପିଲାଟି ଢଳି ଢଳି ଚାଲୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ଆଦିର ପ୍ରଚଳନରେ ଆସିବା
ഉദാഹരണം :
ତୁଗଲକ ସମୟରେ ତାଙ୍କ ନାମରେ ମୁଦ୍ରା ପ୍ରଚଳିତ ହୋଇଥିଲା
പര്യായപദങ്ങൾ : ପ୍ରଚଳିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु आदि का प्रचलन में आना।
तुगलक के समय में उसके नाम के सिक्के चले।അർത്ഥം : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
ഉദാഹരണം :
ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
പര്യായപദങ്ങൾ : ତିଷ୍ଠି ରହିବା, ରହିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
ഉദാഹരണം :
ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
പര്യായപദങ്ങൾ : ଗମନ କରିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା, ଯିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲାଠି ଆଦିର ପ୍ରୟୋଗ ବା ପ୍ରହାର ହେବା
ഉദാഹരണം :
ଆଜି ରାଉତ ବସ୍ତିରେ ଲାଠି ଚାଲିଲା
മറ്റ് ഭാഷകളിലേക്കുള്ള വിവർത്തനം :