അർത്ഥം : ଅନୀଶ୍ୱରବାଦୀ ଥିବା ଜଣେ ବଡ ବିଦ୍ୱାନ
ഉദാഹരണം :
ଚାର୍ବାକ ମତ ବା ଦର୍ଶନକୁ ଚାର୍ବାକ ଦର୍ଶନ କୁହାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଣେ ରାକ୍ଷସ
ഉദാഹരണം :
କୌରବମାନେ ମଲା ପରେ ଚାର୍ବାକ ଥରେ ବ୍ରାହ୍ମଣ ବେଶରେ ଯୁଧିଷ୍ଠିରଙ୍କ ରାଜସଭାକୁ ଯାଇଥିଲା ଏବଂ ସେହିଠାରେ ତାକୁ ମାରି ଦିଆଯାଇଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
एक राक्षस।
कौरवों के मरने के पश्चात एकबार चार्वाक ब्राह्मण वेश में युधिष्ठिर की राजसभा में गया था और वहीं मारा गया था।