അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଉପରେ ଟାଣିବାପାଇଁ ଧଳା ବା ରଙ୍ଗୀନ କପଡ଼ା
ഉദാഹരണം : ଭଗବାନଙ୍କ ମୂର୍ତ୍ତି ଉପରେ ଚାନ୍ଦୁଆ ଟାଣିଦିଅ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
ऊपर तानने का सफेद या रंगीन कपड़ा।
അർത്ഥം : ଖରାରୁ ସୁରକ୍ଷା ପାଇବା ପାଇଁ ବନ୍ଧାଯାଉଥିବା ପାଲ
ഉദാഹരണം : ତମ୍ବୁ ଭିତରେ ବି ବହୁତ ଗରମ
പര്യായപദങ്ങൾ : ତମ୍ବୁ, ପାଲ, ସାମିୟାନା
धूप आदि से बचने के लिए ताना जानेवाला चँदोआ।
അർത്ഥം : ଲୁଗା, ଫୁଲଆଦିରେ ସଜା ଯାଇଥିବା ଛୋଟ ମଣ୍ଡପ
ഉദാഹരണം : ଅତିଥିମାନଙ୍କ ଜଳଖିଆ ବ୍ୟବସ୍ଥା ମନ୍ଦିର ପାଖ ଚାନ୍ଦୁଆରେ କରାଯାଇଛି
പര്യായപദങ്ങൾ : ଖଞ୍ଜାଶାଳ, ଛାମୁଣ୍ଡିଆ
कपड़े, फूलों आदि का छोटा मंडप।
ഇൻസ്റ്റാൾ ചെയ്യുക