അർത്ഥം : ଜିଭରେ ଚାଟିବା କ୍ରିୟା ବା ଭାବ
ഉദാഹരണം :
ବୈଦ୍ୟଙ୍କ ନିର୍ଦ୍ଧାରଣ ଅନୁସାରେ ଏହି ଔଷଧକୁ ମହୁ ସହିତ ଅବଲେହନ ସବୁଠାରୁ ଅଧିକ ପ୍ରଭାବକାରୀ
പര്യായപദങ്ങൾ : ଅବଲେହନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପୋଛିପାଛି ଖାଇବା
ഉദാഹരണം :
ସେ କଡ଼େଇରେ ଲାଗିଥିବା ରାବିଡ଼ିକୁ ଚାଟୁଛି
പര്യായപദങ്ങൾ : ପୋଛିପାଛି ଖାଇବା, ଲେହନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜିଭରେ ରଗଡ଼ିକରି ବା ଉଠେଇକରି ଖାଇବା
ഉദാഹരണം :
ପିଲାଟି ବ୍ରେଡ଼ରେ ଲାଗିଥିବା ଜାମ୍କୁ ଚାଟୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପଦାର୍ଥ ଉପରେ ଜିଭ ବୁଲାଇବା
ഉദാഹരണം :
କୁକୁର ମାଲିକର ହାତ ଚାଟୁଛି
പര്യായപദങ്ങൾ : ଲେହନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :