അർത്ഥം : ବାହନ ଚଳାଇବା ବା ନିୟନ୍ତ୍ରିତ କରିବା
ഉദാഹരണം :
ସେ କାର୍ ଚଲାଉଛି
പര്യായപദങ്ങൾ : ଗତି କରାଇବା, ଚାଳନ କରିବା, ଚାଳିତ କରିବା, ପରିଚାଳିତ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚୁନା ବା ଦାନାକୁ ପତଳା କପଡ଼ା ବା ଚାଲୁଣିଆଦିରେ ଚଲାଇ ସେଥିରୁ ଅଳିଆ ବା ମୋଟା ଅଂଶ ଅଲଗା କରିବା
ഉദാഹരണം :
ଅଟା ଦଳିବା ପୂର୍ବରୁ ତାକୁ ଚଲାଅ ଜେଜେମା’ ଗହମ ଚଲାଉଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସଞ୍ଚାଳନ କରିବା
ഉദാഹരണം :
ଆପଣ ଫୋନର ସଞ୍ଚାଳନ କରନ୍ତୁ
പര്യായപദങ്ങൾ : ଚଳାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏପରି କିଛି କଲେ କୌଣସି ବସ୍ତୁ କାମ କରେ
ഉദാഹരണം :
ସେ ସିଲେଇ ମେସିନ୍ ଚଲାଉଛି ବଢ଼େଇ ଭଅଁର ଚଲାଉଛି
പര്യായപദങ്ങൾ : କାର୍ଯ୍ୟକ୍ଷମ କରାଇବା, ଗତିଯୁକ୍ତ କରାଇବା, ଗତିଶୀଳ କରାଇବା, ପରିଚାଳିତ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବାଧା ବା ହସ୍ତକ୍ଷେପବିନା ଜାରି ରଖିବା ବା ଚାଲୁରହିବା
ഉദാഹരണം :
ଏହି କାମକୁ ଚାଲିବାକୁ ଦିଅନ୍ତୁ
പര്യായപദങ്ങൾ : ଚାଲିବାକୁ ଦେବା, ଚାଲୁରହିବା, ଜାରି ରଖିବା, ପରିଚାଳିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବାଧ୍ୟକରି ବା ପ୍ରଭାବ ପକାଇ ଚଲାଇବା
ഉദാഹരണം :
ସିପାହୀମାନେ କଏଦୀମାନଙ୍କୁ ସହରଦେଇ ମାର୍ଚ୍ଚ କରାଉଥିଲେ
പര്യായപദങ്ങൾ : ମାର୍ଚ୍ଚ କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
*बाध्य करके या दबाव डालकर चलाना।
सिपाही कैदियों को शहर से होकर मार्च करा रहे हैं।അർത്ഥം : ଚାଲିବାରେ ପ୍ରବୃତ୍ତ କରିବା
ഉദാഹരണം :
ସେ ଛୁଆର ହାତ ଧରିକରି ଚଲାଉଛି
മറ്റ് ഭാഷകളിലേക്കുള്ള വിവർത്തനം :