അർത്ഥം : କାହା ବିଷୟରେ କିଛି କହିବାର ପ୍ରକ୍ରିୟା
ഉദാഹരണം :
ଆଜିକାଲିର ନେତାମାନେ ସମସ୍ୟାଗୁଡ଼ିକର ସମାଧାନ ନକରି ସଭାସମିତିରେ କେବଳ ତାର ଉଲ୍ଲେଖ ମାତ୍ର କରୁଛନ୍ତି
പര്യായപദങ്ങൾ : ଉଲ୍ଲେଖ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା
ഉദാഹരണം :
ସେ ଲୋକମାନେ ଦେଶର ଆର୍ଥିକ ସ୍ଥିତି ସମ୍ପକରେ କଥାବାର୍ତ୍ତା କରୁଥିଲେ ଆଜିକାଲି ତା ସହିତ ମୋର କଥାବାର୍ତ୍ତା ବନ୍ଦ ହୋଇଯାଇଛି
പര്യായപദങ്ങൾ : ଆଳାପ, କଥାବାର୍ତ୍ତା, ବାର୍ତ୍ତାଳାପ, ସଂଭାଷଣ
മറ്റ് ഭാഷകളിലേക്കുള്ള വിവർത്തനം :
आपस में बात करने या बोलने की क्रिया।
वे लोग देश की आर्थिक स्थिति पर बातचीत कर रहे थे।The use of speech for informal exchange of views or ideas or information etc..
conversationഅർത്ഥം : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା
ഉദാഹരണം :
ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି
പര്യായപദങ്ങൾ : ଆଲୋଚନା, ଗୋଷ୍ଠୀ, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ
മറ്റ് ഭാഷകളിലേക്കുള്ള വിവർത്തനം :
किसी विषय पर की जाने वाली बात-चीत।
वहाँ दहेज प्रथा के ऊपर चर्चा की जा रही है।An exchange of views on some topic.
We had a good discussion.