അർത്ഥം : ଯାହାର କୁମାରୀତ୍ବ ବା ବ୍ରହ୍ମଚର୍ଯ୍ୟ ନଷ୍ଟ ହୋଇଯାଇଛି
ഉദാഹരണം :
ନଷ୍ଟଚରିତ୍ର କନ୍ୟା ସହିତ କେହି ବିବାହ କରିବାପାଇଁ ଚାହାଁନ୍ତି ନାହିଁ
പര്യായപദങ്ങൾ : ନଷ୍ଟଚରିତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
जिसका कौमार्य या ब्रह्मचर्य नष्ट हो चुका हो।
अवकीर्ण कन्या से कोई विवाह करना नहीं चाहता था।അർത്ഥം : ଯେ ବ୍ୟଭିଚାର କରେ
ഉദാഹരണം :
ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
പര്യായപദങ്ങൾ : କାମୁକ, ଦୁଶ୍ଚରିତ୍ର, ବ୍ୟଭିଚାରୀ
മറ്റ് ഭാഷകളിലേക്കുള്ള വിവർത്തനം :
Not faithful to a spouse or lover.
Adulterous husbands and wives.അർത്ഥം : ଖରାପ ବା ନିନ୍ଦନୀୟ ଚରିତ୍ରର
ഉദാഹരണം :
ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
പര്യായപദങ്ങൾ : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଦୁରାଚାରୀ, ଦୁଶ୍ଚରିତ୍ର, ଭ୍ରଷ୍ଟ, ଭ୍ରଷ୍ଟାଚାରୀ
മറ്റ് ഭാഷകളിലേക്കുള്ള വിവർത്തനം :
Unrestrained by convention or morality.
Congreve draws a debauched aristocratic society.