അർത്ഥം : ଜୀବନରେ କରାଯାଉଥିବା କାର୍ଯ୍ୟ ବା ଆଚରଣର ସ୍ୱରୂପ ଯାହା ଅନ୍ୟର ଯୋଗ୍ୟତା, ମନୁଷ୍ୟତ୍ୱଆଦିକୁ ସୂଚିତ କରେ
ഉദാഹരണം :
ଚରିତ୍ର ମନୁଷ୍ୟର ଯୋଗ୍ୟତାକୁ ଦର୍ଶାଏ
മറ്റ് ഭാഷകളിലേക്കുള്ള വിവർത്തനം :
जीवन में किए जाने वाले कार्यों या आचरणों का स्वरूप जो किसी की योग्यता, मनुष्यत्व आदि का सूचक होता है।
चरित्र मनुष्य की योग्यता को दर्शाता है।അർത്ഥം : ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ
ഉദാഹരണം :
ପ୍ରତିଦିନ ସକାଳେ ଜଲ୍ଦି ଉଠିବା ତାର ଅଭ୍ୟାସ ଝଗଡ଼ା ଲଗେଇବା ତାହାର ଅଭ୍ୟାସ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନାଟକ, ଉପନ୍ୟାସଆଦିରେ କୌଣସି ବ୍ୟକ୍ତି ଯାହାର କଥାବସ୍ତୁରେ କୌଣସି ସ୍ଥାନ ଅଛି ବା କିଛି ଚରିତ୍ର ଦେଖାଯାଏ
ഉദാഹരണം :
ନାଟକରେ ସବୁ ଚରିତ୍ରମାନେ ଜୀବନ୍ତ ଅଭିନୟ କଲେ
പര്യായപദങ്ങൾ : ପାତ୍ର
മറ്റ് ഭാഷകളിലേക്കുള്ള വിവർത്തനം :