അർത്ഥം : ଚମକିବା କ୍ରିୟା ବା ଭାବ
ഉദാഹരണം :
ହଠାତ୍ ଜୋର୍ ଶବ୍ଦ ଶୁଣି ଛୋଟ ପିଲାର ଚମକିବା କିଛି ନୂଆ କଥା ନୁହେଁ
മറ്റ് ഭാഷകളിലേക്കുള്ള വിവർത്തനം :
The astonishment you feel when something totally unexpected happens to you.
surpriseഅർത്ഥം : ଆଲୋକ ବିଚ୍ଛୁରିତହେବା
ഉദാഹരണം :
ହୀରାଖଚିତ ଅଳଙ୍କାର ଚମକୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାନ୍ତି ବା ଆଭାଯୁକ୍ତ ହେବା
ഉദാഹരണം :
ତା ଚେହେରା ତେଜରେ ଚମକୁଛି
പര്യായപദങ്ങൾ : ଝଲମଲ କରିବା, ଦମକିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍ମକ୍ କରିବା
ഉദാഹരണം :
ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ
പര്യായപദങ്ങൾ : ଉଜ୍ଜ୍ୱଳ କରିବା, ଚକ୍ମକ୍ କରିବା, ଚମକ ଆସିବା, ଚିକ୍କଣ ହେବା, ଚିକ୍ଚିକ୍ କରିବା
മറ്റ് ഭാഷകളിലേക്കുള്ള വിവർത്തനം :